ଡେଙ୍ଗୁ ସଂକ୍ରମଣ ଥମିବା ନାଁ ନେଉନାହିଁ: ଏଡିସ୍‌ ମଶା ଖୋଜୁଛି ବିଏମ୍‌ସି

ଧୂଆଁ ଗାଡ଼ିର ଦେଖା ନାହିଁ, ପଡ଼ୁନି ମଶା ତେଲ ଚନ୍ଦ୍ରଶେଖରପୁର : ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ଥମିବା ନାଁ ନେଉନାହିଁ। ଗୋଟିଏ ପରେ ଗୋଟିଏ ଅଞ୍ଚଳ ଯୋଡ଼ି ହୋଇଯାଉଛି। ଡମଣା, ଶ୍ରୀବିହାର, ନୀଳାଦ୍ରିବିହାର ପରେ ଏବେ ଚନ୍ଦ୍ରଶେଖରପୁର ଅଞ୍ଚଳକୁ ବି ମାଡ଼ି ଗଲାଣି। ପ୍ରାଚୀ ଏନ୍‌କ୍ଲେଭ୍‌, ନୀଳମାଧବ ବସ୍ତିରୁ ବି ଆକ୍ରାନ୍ତ ଚିହ୍ନଟ ହେଲେଣି। ଦୁଇ ଦିନ ତଳେ ସରକାରୀ ଭାବେ ଦୁଇଜଣ ଚିହ୍ନଟ ହୋଇଥିବା ବିଏମ୍‌ସି ମେୟର ସୁଲୋଚନା … Continue reading ଡେଙ୍ଗୁ ସଂକ୍ରମଣ ଥମିବା ନାଁ ନେଉନାହିଁ: ଏଡିସ୍‌ ମଶା ଖୋଜୁଛି ବିଏମ୍‌ସି